ନୂଆଦିଲ୍ଲୀ: ବାଜିଲା ବିଗୁଲ । ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ପ୍ରେସମିଟ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବୃଆରୀ ୫ରେ ପଡ଼ିବ ଭୋଟ । ୮ରେ ହେବ ଗଣତି ।