ଓଡ଼ିଶା

ପଞ୍ଚାୟତ ନିର୍ବାଚନ ପାଇଁ ଭର୍ଚୁଆଲ୍ ବୈଠକ , ଯୋଗଦେବେ ସମସ୍ତ ଜିଲ୍ଲାପାଳ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ ।ସୋମବାର ଦିନ ସାଢେ ୧୧ଟା ବସିବ ଏହି ବୈଠକ । ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବ ଏହି ବୈଠକ ।
ଖବର ଅନୁଯାୟୀ, ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ତେବେ ପଞ୍ଚାୟତ ନିର୍ବାଚନ ପରିଚାଳନା ଓ କୋଭିଡ଼ କଟକଣା ନେଇ ସମୀକ୍ଷା କରିବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ସମୀକ୍ଷା କରିବେ ନିର୍ବାଚନ କମିଶନ । ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ଦିନ ସାଢେ ୧୧ଟାରେ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହେବ ଏହି ବୈଠକ ।

Related Articles

Back to top button
WP Twitter Auto Publish Powered By : XYZScripts.com