ଓଡ଼ିଶା

ଜମିଜମା ବିବାଦକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନଭାଇ, ପୋଲିସ୍‌ର ତଦନ୍ତ ଜାରି

ଜଳେଶ୍ୱର() ବାଲିଆପାଳ ଥାନା ଭେଲାପୁର ଗ୍ରାମରେ ଜମି ଜମାକୁ ବିବାଦକୁ କେନ୍ଦ୍ର କରି ସାନଭାଇର ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ !ମୃତକ ଜଣକ ହେଲେ ରତ୍ନାକର ପ୍ରଧାନ । ହତ୍ୟାକାରୀ ସାନଭାଇ ରାମକୃଷ୍ଣ ପ୍ରଧାନ ବାଲିଆପାଳ ଥାନାରେ ଆତ୍ମସର୍ମପଣ କରିଥିଲା ବେଳେ ପୋଲିସ ଘଟଣା ସ୍ଥଳରେ ପହଁଚି ଶବଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Related Articles

Back to top button