ଜାତୀୟ

ଦେଶର ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଗ୍ରହଣ

ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମର ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଗ୍ରହଣ କରାଯିବ ।

ଏହା ପୂର୍ବରୁ ରାଜସ୍ଥାନ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ଦଳର କିଛି ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ଧରିଛନ୍ତି । ପୂର୍ବତନ ମନ୍ତ୍ରୀ ରାମ ଗୋପାଳ ଓ ମୁଖପାତ୍ର ପଙ୍କଜ ମେହତା ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ସି.ପି ଯୋଶୀଙ୍କ ଉପସ୍ଥିତିରେ ଆହୁରି ଅନେକ ନେତା ଦଳରେ ମିଶିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com