ଜାତୀୟ

ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ : ଜାତୀୟ ନିରାପତ୍ତା ପ୍ରତି ବିପଦ ଆଶଙ୍କା ଥିବାରୁ ୫୪ଟି ଚାଇନିଜ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ : ଦେଶର ନିରାପତ୍ତା ପ୍ରତି ବିପଦ ଆଶଙ୍କା ଥିବା ଭଳି ଜଣାପଡୁଥିବା ୫୪ଟି ଚାଇନିଜ୍‌ ଆପ୍‌କୁ କେନ୍ଦ୍ର ସରକାର ନିଷେଧ କରିଛି। ଏନେଇ ‘‌ଇଲେକ୍ଟ୍ରୋନିକ୍ସ୍‌ ଏବଂ ଆଇ.ଟି. ମନ୍ତ୍ରାଳୟର ନିଷ୍ପତ୍ତି ନିଆଯାଇଥିବା ଜାତୀୟ ଗଣାମାଧ୍ୟମରେ ଖବର ପ୍ରକାଶ ପାଇଛି।
୨୦୨୦ରେ ଭାରତ ସରକାର ମୋଟ ୨୭୦ଟି ଚାଇନା ଆପ୍ କୁ ବ୍ୟାନ୍ ଘୋଷଣା କରିଥିବା ବେଳେ ଏବେ ୨୦୨୨ରେ ଏହା ଭାରତର ପ୍ରଥମ ଡିଜିଟାଲ୍ ଷ୍ଟ୍ରାଇକ୍ ।ନିଷେଧ ହେବାକୁ ଥିବା ଚୀନା ଆପ୍‌ଗୁଡ଼ିକ ମଧ୍ୟରେ ‘ବିୟୁଟି କ୍ୟାମେରା: ସୁଇଟ୍ ସେଲ୍‌ଫି ଏଚ୍‌ଡି’, ‘ବିୟୁଟି କ୍ୟାମେରା- ସେଲ୍‌ଫି କ୍ୟାମେରା’, ‘ଇକ୍ବାଲାଇଜର୍‌ ଆଣ୍ଡ୍‌ ବାସ୍‌ ବୁଷ୍ଟର୍‌’, ‘କ୍ୟାମ୍‌କାର୍ଡ ଫର୍‌ ସେଲ୍‌ସ୍‌ ଫୋର୍ସ ଇଏନ୍‌ଟ୍’. ‘ଆଇସୋଲାଣ୍ଡ୍‌ ୨: ଆସେସ୍‌ ଅଫ୍‌ ଟାଇମ୍‌ ଲାଇଟ୍‌’, ‘ଭିଭା ଭିଡିଓ ଏଡିଟର୍‌’, ‘ଟେନ୍‌ସେଣ୍ଟ୍‌ ଚିଭିୟର୍‌’, ‘ଅନ୍‌ମିଓଜି ଚେସ୍‌’, ‘ଅନ୍‌ଜିଓଜି ଆରେନା’, ‘ଆପ୍‌ଲକ୍‌’ ଏବଂ ‘ଡୁଆଲ୍‌ ସ୍ପେସ୍‌ ଲାଇଟ୍‌’ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com