ଓଡ଼ିଶା

ବନ ବିଭାଗ ଦ୍ଵାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ବ୍ୟବସାୟୀ ଗିରଫ

ବାଲିଗୁଡା () କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବନ ବିଭାଗ ଦ୍ଵାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ତୁମୁଡିବନ୍ଧ ବନ ବିଭାଗ କରକୁଡୁପା ଅଞ୍ଚଳକୁ ଯାଇ ଚଢାଉ କରିଥିଲା । ବଜ୍ରକାପ୍ତା ବ୍ୟବସାୟ କରୁଥିବା ବେଳେ ପୂର୍ବରୁ ଛକି ରହିଥିବା ବନ ବିଭାଗ କର୍ମଚାରୀ ଦୁଇ ବଜ୍ରକାପ୍ତା ବ୍ୟବସାୟୀଙ୍କୁ ମାଡିବସିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com