ମନୋରଞ୍ଜନ

କୋ-ଅର୍ଡ ସେଟ ଏତେ ଟଙ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯେଉଁଥିରେ ସେ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଫ୍ଲାଇଙ୍ଗ କିସ ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ ଅନୁଷ୍କା ଏକ ଟ୍ରେଣ୍ଡି କୋ-ଅର୍ଡ ସେଟ ପିନ୍ଧିଥିବାର ନଜର ଆସିଛନ୍ତି।

ଅଭିନେତ୍ରୀଙ୍କ ଏହି ପୋଷାକ ବହୁତ ମହଙ୍ଗା। ତେବେ ଅନୁଷ୍କା ଯେଉଁ କୋ-ଅର୍ଡ ସେଟଟି ପିନ୍ଧିଛନ୍ତି ତା’ର ମୂଲ୍ୟ ୨୭,୫୦୦ଟଙ୍କା ବୋଲି କୁହାଯାଉଛି।

Related Articles

Back to top button