ଅନ୍ତର୍ଜାତୀୟ

ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ

ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି।

ସେନା ମୁଖ୍ୟ ଷ୍ଟାଫ ଓମାର ଖାନ କହିଛନ୍ତ, ଖରାପ ପାଗରେ ଅବତରଣ କରିବା ପରେ ତୁରନ୍ତ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ନିକଟ ଅତୀତରେ ଗୁୟାନା ଏବଂ ଭେନେଜୁଏଲା ମଧ୍ୟରେ ବିବାଦ ଲାଗି ରହିଥିଲା।

Related Articles

Back to top button