କ୍ରୀଡ଼ା

ଭାରତର ଗୋଲଡେନ୍‌ ବୟ ନୀରଜ ଚୋପ୍ରା

ଭାରତର ଗୋଲଡେନ୍‌ ବୟ ନୀରଜ ଚୋପ୍ରା ବିଜ୍‌ନେସ୍‌ ଦୁନିଆରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରା ଏକ ଓଟିଟି ଷ୍ଟାର୍ଟଅପରେ ବିନିଯୋଗ କରି ନିଜର ବ୍ୟବସାୟ ଯାତ୍ରା ଆରମ୍ଭ କରିଛନ୍ତି।

ସେ ରିଜନାଲ୍‌ ଓଟିଟି ପ୍ଲାଟଫର୍ମ ଷ୍ଟେଜରେ ଟଙ୍କା ବିନିଯୋଗ କରିଛନ୍ତି। ଏହି ଆପ ଅଧିକ ଲୋକପ୍ରିୟ ହୋଇଛି। ଏହା ଉପରେ ହିନ୍ଦୀ ଏବଂ ସ୍ଥାନୀୟ ଭାଷାରେ ବିଷୟବସ୍ତୁ ଉପଲବ୍ଧ। ତେବେ ନୀରଜଙ୍କ ନିବେଶ ଏବଂ ଅଂଶଧନ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

Related Articles

Back to top button