ଜାତୀୟରାଜନୀତି

ଦିଲ୍ଲୀଠାରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

ଦିଲ୍ଲୀଠାରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଗାନ୍ଧୀଙ୍କ ବାସଭବନରେ ଘଣ୍ଟାଏ ଧରି ଚାଲିଥିବା ଆଲୋଚନାରେ ଦେଶର ରାଜନୈତିକ ପରିସ୍ଥିତି ସଂପର୍କରେ ଉଭୟ ଆଲୋଚନା କରିଥିଲେ।

କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି ସିବିଆଇ ଏବଂ ଇଡିକୁ ବ୍ୟବହାର କରୁଥିବା ନେଇ ନରସିଂହ ମିଶ୍ର ଦୃଷ୍ଟି ଆକର୍ଷଣ କରିଥିଲେ।

Related Articles

Back to top button