ଅନ୍ତର୍ଜାତୀୟ

ସତ୍ୟ ନାଡେଲାଙ୍କ ୨୬ ବର୍ଷୀୟ ପୁଅ ଜୈନଙ୍କ ଦେହାନ୍ତ, ଇମେଲ ଜରିଆରେ ସୂଚନା ଦେଲା କମ୍ପାନୀ

ନୂଆଦିଲ୍ଲୀ : ସଫ୍ଟୱେୟାର କମ୍ପାନୀ ମାଇକ୍ରୋସଫ୍ଟ କର୍ପୋରେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲାଙ୍କ ପୁଅ ଜୈନ ନାଡେଲାଙ୍କ ପରଲୋକ । ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବୋଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା ।

ଜନ୍ମରୁ ମସ୍ତିଷ୍କ ପାଲସି ନାମକ ଏକ ବିରଳ ରୋଗରେ ପୀଡିତ ଥିଲେ । ଇମେଲ ଜରିଆରେ କର୍ମଚାରୀଙ୍କୁ ଏହି ସୂଚନା ଦେଇଛି କମ୍ପାନୀ । ସଫ୍ଟଓ୍ୱେୟାର କମ୍ପାନୀ ଇମେଲ ଦ୍ୱାରା କର୍ମଚାରୀଙ୍କୁ ଏନେଇ ଅବଗତ କରିଛି । ଏହାପରେ କମ୍ପାନୀର ସମସ୍ତ କର୍ମଚାରୀ ଜୈନର ମୃତ୍ୟୁ ନେଇ ଶୋକ ସଭା କରି

Related Articles

Back to top button
WP Twitter Auto Publish Powered By : XYZScripts.com