କ୍ରୀଡ଼ା

କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି

କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏବେ ଜାଡେଜା ବାପାଙ୍କ କଥାକୁ କାଟି ପତ୍ନୀଙ୍କ ସପକ୍ଷରେ ବାହାରିଛନ୍ତି।

ଏପରିକି ରିଭାଭାଙ୍କ ବିଷୟରେ ଖରାପ କହିବା ବନ୍ଦ କରିବାକୁ ସେ କହିଛନ୍ତି। ଅନିରୁଦ୍ଧ ସିଂ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ସେଥିରେ ସେ ବିବାହ ପରେ ପୁଅଙ୍କ ଭିତରେ ଆସିଥିବା ପରିବର୍ତ୍ତନ ବିଷୟରେ କହିଥିଲେ।

Related Articles

Back to top button