ଓଡ଼ିଶା

କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ; ଜଣେ ମୃତ ଦୁଇ ଗୁରୁତର

କେନ୍ଦ୍ରାପଡ଼ା : ମହାକାଳପଡ଼ା ବବକରପୁରରେ ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତ ମାନେ ଘରେ ପଶି ଗୁଳିମାଡ଼ କରିଛନ୍ତି ।ଘଟଣା ସ୍ଥଳରେ ସ୍ୱାମୀ ମୃତ ସ୍ତ୍ରୀ ପୁଅ ଗୁରୁ୍ତର। ତିନିଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ କାବୁ କରିଛନ୍ତି । କୌଶଳକ୍ରମେ ଗ୍ରାମବାସୀଙ୍କ କବଳରୁ ଜଣେ ଦୁର୍ବୃତ୍ତ ଖସିଯିବାରେ ସକ୍ଷମ ହୋଇଛି। ଗୁଳିକାଣ୍ଡର କାରଣ ଏବେସୁଦ୍ଧା ଅସ୍ପଷ୍ଟ ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com