ମନୋରଞ୍ଜନ

ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛନ୍ତି

ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛନ୍ତି । ଭାରତ ପାଇଁ ଚଳିତ ବର୍ଷ ଗ୍ରମିସରେ ଏହା ବଡ଼ ପୁରସ୍କାର।

ଏହି ଟିମରେ ଗୀଟାର ବାଦକ ଜନ୍ ମ୍ୟାକ୍ ଲୌଗଲିନ୍, କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍, ପରକ୍ୟୁସିନିଷ୍ଟ ଭି ସେଲଭାଗାନେଶ ଏବଂ ବୀଣାକାର ଗଣେଶ ରାଜାଗୋପାଲାନ୍ ମଧ୍ୟ ଅଛନ୍ତି।

Related Articles

Back to top button