ମନୋରଞ୍ଜନ

ଡିପ୍‌ଫେକ୍‌ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର

ଡିପ୍‌ଫେକ୍‌ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍‌ ଗେମ୍‌ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି।

ଗତବର୍ଷ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, ନୋରା ଫତେହୀ, କାଜେଲ, କଟ୍ରିନା କୈଫଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା।

Related Articles

Back to top button