ଓଡ଼ିଶା

କୁଶଳି ତାଲିମ ପ୍ରଦାନରେ ଗଜପତି ଜିଲ୍ଲା ଆଗୁଆ, ନୀତି ଆୟୋଗ କଲେ ପ୍ରଶଂସା

() ବହୁ ପ୍ରତୀକ୍ଷିତ ଆକାକ୍ଷୀଂ ଯୋଜନା କାର୍ଯ୍ୟକାରିତା ନେଇ ରହିଥିବା ସାମାଜିକ ଆର୍ଥିକ ମାନଦଣ୍ଡରୁ କୁଶଳି ବିକାଶ ମାପକରେ ଗଜପତି ଉଲ୍ଲେଖନୀୟ ସଫଳତା ଲାଭ କରିଛି ।

ITIs and polytechnic institutes in Odisha to be developed as Centres of  Excellence- Edexlive

ନୀତି ଆୟୋଗ ସ୍ବତନ୍ତ୍ର ସଚିବ ଡକ୍ଟର ଆର୍. ରାଜୈଶ୍ବରୀ ରାଓ ଏ ନେଇ ଗଜପତି ଜିଲ୍ଲାପାଳଙ୍କୁ ଟ୍ବୁଟ୍ କରି ପ୍ରଶଂସା କରିଛନ୍ତି । କୁଶଳି ବିକାଶ ଯୋଜନାରେ ସ୍ବଳ୍ପ  ଓ ଦୀର୍ଘମିଆଦୀ ତାଲିମ ଓ ତତସଂକ୍ରାନ୍ତ ପ୍ରମାଣପତ୍ର, ବୃତ୍ତି ପୂର୍ବ ତାଲିମ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ରହିଛି ।

ଏସବୁରୁ ବେକାରଙ୍କୁ ରୋଜଗାର ପ୍ରଦାନ, ଅନୁସୂଚିତ ଜନଜାତି ଏବଂ ମହିଳାଙ୍କୁ ପ୍ରମାଣପତ୍ର ପ୍ରଦାନରେ ଗଜପତି ଜିଲ୍ଲା ସଫଳତା ହାସଲ କରିଛି । ଏ ନେଇ ନୀତି ଆୟୋଗ ସନ୍ତୋଷ ପ୍ରକାଶ ସାଙ୍ଗକୁ ଆସନ୍ତା 6 ମାସରେ ପ୍ରକ୍ରିୟା ତ୍ବରାନୀତ କରି ଅନ୍ୟ ଜିଲ୍ଲାପାଳଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଟ୍ବିଟରେ ପରାମର୍ଶ ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com