ଅନ୍ତର୍ଜାତୀୟ
ଦୁନିଆରେ ଅନେକ ଦେଶ ଭ୍ରଷ୍ଟାଚାର ବିରୋଧରେ ଏବେବି ଯୁଦ୍ଧ ଜାରି ରଖିଛନ୍ତି

ଦୁନିଆରେ ଅନେକ ଦେଶ ଭ୍ରଷ୍ଟାଚାର ବିରୋଧରେ ଏବେବି ଯୁଦ୍ଧ ଜାରି ରଖିଛନ୍ତି। ହେଲେ ଏହାର ପରିଣାମ ବିଶେଷ ଫଳପ୍ରଦ ହେଉନାହିଁ। କାରଣ କରପ୍ସନ ପରସେପଶନ ଇଣ୍ଡେକ୍ସ ୨୦୨୪ CPI ଏନେଇ ଏତ ତାଲିକା ଜାରି କରିଛି ଯେଉଁଥିରେ ଏହାର ପ୍ରମାଣ ମିଳିଛି।
ଏହି ତାଲିକାରେ ପ୍ରାୟ ୨ରୁ ୩ଭାଗ ଦେଶ ୫୦ରୁ କମ୍ ସ୍କୋର ହାସିଲ୍ କରିଛନ୍ତି। ସିପିଆଇ ୧୮୦ ଦେଶର ଲିଷ୍ଟ ଜାରି କରିଛି। ତେବେ ତାଲିକାରେ ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ଭାବେ ଡେନମାର୍କ ରହିଛି।