ମନୋରଞ୍ଜନ

ଫିଲ୍ମ ପୂର୍ବରୁ ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍

ଫିଲ୍ମ ପୂର୍ବରୁ ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍। ଫଟୋ ସେୟାର କରି ମୁଁ ମୋର ନିଜ ଉତ୍ତରାଧିକାରୀ ତିଆରି କରିବି ବୋଲି ଲେଖିଛନ୍ତି ଇବ୍ରାହିମ୍ ।

ଗତ କିଛି ଦିନ ହେବ ଇବ୍ରାହିମ୍ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏମିତି କି ତାଙ୍କ ଭଉଣୀ ତଥ‌ା ଅଭିନେତ୍ରୀ ସାରା ଅଲୀ ଖାନ୍ ମଧ୍ୟ ଏହା ନିଶ୍ଚିତ କରିଥିଲେ।

Related Articles

Back to top button