ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ଚାଇନାରେ ପିଲାମାନଙ୍କ ଠାରେ ଏକ ଅଜ୍ଞାତ ଶ୍ୱାସକ୍ରିୟା ରୋଗ

ଚାଇନାରେ ପିଲାମାନଙ୍କ ଠାରେ ଏକ ଅଜ୍ଞାତ ଶ୍ୱାସକ୍ରିୟା ରୋଗ ଏବଂ ନିମୋନିଆ ବ୍ୟାପୁଛି। ଯାହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢାଇଦେଇଛି।

ବର୍ତ୍ତମାନ ଆମେରିକାର ପାଞ୍ଚଜଣ ଆଇନଜୀବୀ ଚାଇନା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ବାସ୍ତବରେ, ରିପବ୍ଲିକାନ ସାଂସଦ ମାର୍କୋ ରୁବିଓଙ୍କ ନେତୃତ୍ୱରେ ପାଞ୍ଚ ଜଣ ସାଂସଦ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ଚିଠି ଲେଖିଛନ୍ତି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହା ମଧ୍ୟ କହିଛି ଯେ ଚାଇନାରେ ନୂତନ ରହସ୍ୟମୟ ରୋଗ କରୋନା ମହାମାରୀ ଆରମ୍ଭରେ ଦେଖାଯାଉଥିବା ପରି ନୁହେଁ।

Related Articles

Back to top button