ଜାତୀୟ

ପୁଲିସ ଆଖିରେ ଧୁଳି ଦେଇ ଲୁଚି ରହିଥିବା ନକ୍ସଲକୁ ୨୬ବର୍ଷ ପରେ ଗିରଫ କଲା ପୁଲିସ

ନୂଆଦିଲ୍ଲୀ() ଦିଲ୍ଲୀର କ୍ରାଇମ ବ୍ରାଞ୍ଚ ପୁଲିସ ଇଣ୍ଡିଆ ପିପୁଲ୍ସ ଫ୍ରଣ୍ଟ ମାଲେର ନକ୍ସଲ ନେତାକୁ ଗିରଫ କରିଛି। ଯିଏକି ୨୬ବର୍ଷ ପୂର୍ବେ ମରି ଯାଇଥିଲା ବୋଲି ସମସ୍ତେ ଜାଣିଥିଲେ। ଉକ୍ତ ନକ୍ସଲ ନେତା ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଲୁଚି ରହିଥିଲା। ଏହି ନକ୍ସଲ ନାମ କିସୁନ ପଣ୍ଡିତ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କିସୁନ ପଣ୍ଡିତ ନକ୍ସଲ ଉପରେ ବିହାରରେ ପୁଲିସକୁ ହତ୍ୟା ଭଳି ଅନେକ ସଙ୍ଗୀନ ଅପରାଧରେ ସାମିଲ ଥିବା ଅଭିଯୋଗ ରହିଛି। ସେ ପୁଲିସ ଆଖିରେ ଧୁଳି ଦେଇ ନିଜକୁ ମୃତ ବୋଲି ଘୋଷଣା କରି ଫରିଦାବାଦରେ ରହି ଆସୁଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com