ଜାତୀୟ

ଭାରତ ଆସୁଛନ୍ତି ସୁଡଙ୍ଗ ବିଶେଷଜ୍ଞ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଦଳ ୭ ଦିନ ହେବ ଲାଗିଛନ୍ତି।

ଏହି ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ଅର୍ନ୍ତଜାତୀୟ ସୁଡଙ୍ଗ ବିଶେଷଜ୍ଞ ପ୍ରଫେସର ଆନାଲ୍ଡୋ ଡିକ୍ସଙ୍କ ସହ ଯୋଗାଯୋଗ କରାଯାଇଛି। ସେ ଉଦ୍ଧାରକାରୀ ଦଳଙ୍କୁ ସହାୟତା କରିବାକୁ ଭାରତ ଆସୁଛନ୍ତି।ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ କିଭଳି ଯୋଜନା କରାଯାଇଛି ତା ବାବଦରେ ଆଲୋଚନା କରିଛନ୍ତି।

Related Articles

Back to top button