ଭଦ୍ରକ() ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ବିଚାରଧିନ ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ୍ । ଚାନ୍ଦବାଲି ଜେଏମଏଫସି କୋର୍ଟ ପକ୍ଷରୁ ଟିଆଇ ପରେଡ୍ ପାଇଁ ଅନୁମତି ମିଳିଛି । ଗତ ୧୩ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅପିଲ କରାଯାଇଥିଲା ।
ଆସନ୍ତାକାଲି ମାନସଙ୍କୁ ଅପହରଣ କରିଥିବା ଭାଗ୍ୟଧର ନାୟକ ଓ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ଭଦ୍ରକ ଉପକାରାଗାରରେ ଜେରା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୨୨ରେ ସମସ୍ତ ଅଭିଯୁକ୍ତ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହେବେ ହାଜର ।
Back to top button