ଓଡ଼ିଶା

ପବିତ୍ର ଅକ୍ଷୟ ତୃତୀୟା: ଅକ୍ଷିମୁଠି ସହ ଚାଷ ଅନୁକୂଳ କଲେ ଚଷାପୁଅ

ଭୁବନେଶ୍ୱର() ଆଜି ହେଉଛି ଅକ୍ଷୟ ତୃତୀୟା । ସେଥିପାଇଁ ସାରା ଓଡ଼ିଶାରେ ଅଖି ମୁଠି ଭାବେ ଚାଷୀ ମାନେ ଏହା କୁ ପାଳନ କରିଥାନ୍ତି । ଏହି ଦିନରେ ଚାଷୀ ଟି ନିଜେ ନିଜର କ୍ଷେତ କିଆରୀ କୁ ଯାଇ ଗୁଆ ,ପଣା ଦେଇ ପୂଜା କରି ଅନୁକୂଳ କରି ଆସିଥାଏ ।

ଆଜିର ଦିନରେ କ୍ଷେତ କିଆରୀ ରେ ବିହନ ପକେଇ ଚାଷୀ ଟିଏ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ।ବିଶ୍ଵାସ ଅଛି ଏହି ଦିନରୁ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ଆଉ ସେହି ବିଶ୍ୱାସକୁ ନେଇ ଆଜିର ଦିନଟି କୁ ପାଳନ କରିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com