କଟକ() ବର୍ତମାନର ବଡ଼ ଖବର କଟକ ଜଗତପୁର ଶିଳ୍ପା ଅଞ୍ଚଳରେ ଥିବା ଏକ ତୁଳା କମ୍ପାନୀ ରେ ଭୟାବହ ଅଗ୍ନିକାଣ୍ଡ ।ଘଟଣାସ୍ଥଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛି ।
ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ତୁଳା ଜଳିପୋଡି ଛାରଖାର ହୋଇଯାଇଛି ।ଇଲେକ୍ଟ୍ରିକାଲ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା ସନ୍ଦେହ କରାଯାଉଛି l
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
Back to top button