ଓଡ଼ିଶା

ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲରେ ଯାତ୍ରୀଙ୍କୁ ମିଳିବ ବିମାନ ବନ୍ଦର ଭଳି ଅନୁଭୂତି

ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲରେ ଯାତ୍ରୀଙ୍କୁ ମିଳିବ ବିମାନ ବନ୍ଦର ଭଳି ଅନୁଭୂତି । ପ୍ରବେଶରୁ ପ୍ରସ୍ଥାନ, ବସ-ବେ ରୁ ଆହାର କେନ୍ଦ୍ର । ସବୁ ଆଡେ ଚକାଚକ୍ ।

ଖୁବଶୀଘ୍ର ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ନବୀନ ଓଡ଼ିଶାର ନୂଆରୂପ ଭାବେ ଉଭା ହେଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ୍ । ଫୁଡ କୋର୍ଟ ସହ, ଲିଫ୍ଟ କାମ ଶେଷ ହୋଇ ଡ୍ରାଏରନ୍ ସରିଛି । ଶୀତତାପ ନିୟନ୍ତ୍ରିତ କୋଠରିରେ ମିଳିବ ଆରାମ । ଏଣିକି ରାଜ୍ୟବାସୀ ବରମୁଣ୍ଡା ବସଷ୍ଟାଣ୍ଡରେ ପାଇବେ ଏପରି ସୁବିଧା ।

Related Articles

Back to top button
WP Twitter Auto Publish Powered By : XYZScripts.com