ଓଡ଼ିଶା

ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ

ପୁରୀ: ଚଳଚଞ୍ଚଳ ରଥଖଳା । ଜୋରସୋରରେ ଚାଲିଛି ରଥ କାମ । ଆଜି ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ପାରମ୍ପରିକ ଭାବେ ମା’ ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ଗତକାଲି ନିର୍ମାଣ ହୋଇଥିବା ଯନ୍ତା ଗାଡରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସେବାୟତମାନେ ଆରମ୍ଭ କରିଛନ୍ତି । ୩ ରଥରେ ଥିବା ୪୨ଟି ତୁମ୍ଭରେ ୬୭୨ ଖଣ୍ଡ ଅରକୁ ସଂଯୋଗ କରାଯାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com