Featuredଜାତୀୟ

ସ୍ପଷ୍ଟ କଲେ ସରକାର; ଭାରତ ଆସିବ ମେହୁଲ ଚୋକସି

ନୂଆଦିଲ୍ଲୀ: ଭାରତ ଆସିବ ମେହୁଲ ଚୋକସି । ଭାରତ ସରକାର କଲେ ଅନୁରୋଧ । ଗିରଫ ପରେ ଭାରତ ଆଣିବାକୁ ସ୍ପଷ୍ଟ କଲେ ସରକାର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଗତ ୧୨ ତାରିଖରେ ବେଲଜିୟମରୁ ଗିରଫ କରାଯାଇଛି। ଏନେଇ ବେଲଜିୟମର ଫେଡେରାଲ ପବ୍ଲିକ୍ ସର୍ଭିସ୍ ସୋମବାର ଦିନ ଘୋଷଣା କରିବା ସହ ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିବା ସ୍ପଷ୍ଟ କରିଛନ୍ତି।

Related Articles

Back to top button