ଜାତୀୟଭାଇରାଲ୍ ଭିଡିଓ

ସ୍ୱିଗି ବୟକୁ ମାରିବା ପଡିଲା ମହଙ୍ଗା ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

() ଏକ ଛୋଟ ପ୍ରସଙ୍ଗରେ ଖାଦ୍ୟ ବିତରଣ ଯୁବକକୁ ଚାପୁଡ଼ା ମାରିବା ପରେ ଜଣେ ଟ୍ରାଫିକ କନଷ୍ଟେବଳଙ୍କୁ ସହରର ପୋଲିସ କଣ୍ଟ୍ରୋଲ ରୁମକୁ ସ୍ଥାନାନ୍ତର କରାଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାଫିକ କନଷ୍ଟେବଳ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ସ୍ବିଗି ଡେଲିଭରି ଏଜେଣ୍ଟକୁ ବାଡଉଥିବାର ଦେଖିବାକୁ ମିଳିଛି । ବ୍ୟସ୍ତ ବହୁଳ ରାସ୍ତାରେ ଏକ ମଲ୍ ନିକଟରେ ବାଇକ ଓ ଯାତ୍ରୀଙ୍କୁ ଧକ୍କା ଦେଇଥିଲା ।

ମୋହନସୁନ୍ଦରାମ ବସ୍ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିବାବେଳେ ସେଠାରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ପୋଲିସ୍ ଖାଦ୍ୟ ଯୋଗାଣ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ଚାପୁଡ଼ା ମାରିଥିଲା । ଏହା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ମୋଟରସାଇକେଲକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା । ଅଭିଯୋଗ ଆଧାରରେ ପୋଲିସ ସତୀଶଙ୍କୁ କଣ୍ଟ୍ରୋଲ ରୁମକୁ ସ୍ଥାନାନ୍ତର କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com