ଓଡ଼ିଶା

ସ୍ନାନଯାତ୍ରା ନେଇ ସମୀକ୍ଷା ବୈଠକ, ଏଡିଜି ଆଇନଶୃଙ୍ଖଳାଙ୍କ ଅଧ୍ୟକ୍ଷତାରେ ଆଲୋଚନା

ପୁରୀ: ସ୍ନାନଯାତ୍ରାକୁ ନେଇ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ ଆରମ୍ଭ। ଟାଉନହଲ୍ ଠାରେ ଏଡିଜି ଆଇନ୍ ଶୃଙ୍ଖଳା ଆର୍. କେ ଶର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ। ବୈଠକରେ ଏଏସଆଇ ରାଙ୍କ୍ ଠାରୁ ଆରମ୍ଭ କରି ତଦୁର୍ଦ୍ଧ ରାଙ୍କ୍ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଉପସ୍ଥିତ।

ସେହିପରି ଶ୍ରୀମନ୍ଦିର ଭିତରେ, ଚତୁର୍ପାଶ୍ୱ ସମେତ ସହରର ଆଇନଶୃଙ୍ଖଳା ପରିସ୍ଥିତି ଉପରେ କିଭଳି ଧ୍ୟାନ ଦିଆଯିବ, ଭକ୍ତଙ୍କ ସୁରକ୍ଷା, ଆଚରଣ ଉଚ୍ଚାରଣରେ ସଞ୍ଜମତା ରକ୍ଷା ସହ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ନେଇ ମୁଖ୍ୟତଃ ହେଉଛି ଆଲୋଚନା। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ।

Related Articles

Back to top button
WP Twitter Auto Publish Powered By : XYZScripts.com