ଜାତୀୟଭାଇରାଲ୍ ଭିଡିଓ
ବାପା-ଝିଅଙ୍କ ଡ୍ୟାନ୍ସ ଯୋଡି ଜବରଦସ୍ତ, ସମସ୍ତଙ୍କୁ କରୁଛି ଦିଓ୍ୱାନା
ମୁମ୍ବାଇ : ପ୍ରତ୍ୟେକ ବାପାମାଆ ସେମାନଙ୍କର ପିଲାମାନଙ୍କର ବିବାହ ପାଇଁ ଅନେକ ସ୍ୱପ୍ନ ଦେଖନ୍ତି ।କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ପିଲାମାନଙ୍କର ବିବାହର ସମସ୍ତ ଦାୟିତ୍ବ ପୂରଣ କରିବା ଏବଂ ସେମାନଙ୍କ ବିବାହରେ ମଜା ଉଠାଇବା । ଏହିପରି ଗୋଟିଏ ପିତାଙ୍କୁ ଦେଖିବାକୁ ମିଳିଛି । ଯିଏ ନିଜ ଝିଅ ବାହାଘରରେ ଖୁବ୍ ନାଚିଛନ୍ତି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
View this post on Instagram