![](https://i0.wp.com/odia.mobilenews24x7.com/wp-content/uploads/2022/06/disha_patani_1655632347.webp?resize=640%2C360&ssl=1)
ନୂଆଦିଲ୍ଳୀ: ଦିଶା ପାଟାନି ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। ଫିଲ୍ମରେ ଯେଉଁଭଳି ବି ଭୂମିକା ନିଅନ୍ତୁ ନା କାହିଁକି ସେ ସବୁ ଆଡେ ତାଙ୍କ ସ୍ଥାନ ସୃଷ୍ଟି କରିଛନ୍ତି। ଅଭିନୟ ବ୍ୟତୀତ ଦିଶା ପାଟାନି ତାଙ୍କ ଗ୍ଲାମରସ୍ ଲୁକ୍ ଷ୍ଟାଇଲ୍ ଏବଂ ଷ୍ଟଣ୍ଟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବାସ୍ତବ ଜୀବନ ସହିତ, ଦିଶାଙ୍କ ଅଧିକାଂଶ ବୋଲ୍ଡ ଲୁକ୍କୁ ପ୍ରଶଂସକମାନେ ପରଦାରେ ମଧ୍ୟ ଦେଖନ୍ତି। ସୋସିଆଲ ମିଡିଆରେ ଦିଶା ବହୁତ ଆକ୍ଟିଭ୍। ତାଙ୍କ ଫ୍ୟାନ୍ସଙ୍କ ପାଇଁ ପ୍ରତିଦିନ କିଛି ନା କିଛି ଫଟୋ ସେୟାର କରିଥାନ୍ତି। ଏବେ ପୁଣି ଥରେ ସେ ନିଜର ସିଜ୍ଲିଙ୍ଗ ଅନ୍ଦାଜ୍ରେ ଫଟୋ ସେୟାର କରି ଧମାଲ କରିଛନ୍ତି ।
View this post on Instagram