![](https://i0.wp.com/odia.mobilenews24x7.com/wp-content/uploads/2022/06/1188883-shehnaaz-gill.webp?resize=780%2C470&ssl=1)
ମୁମ୍ବାଇ: ଗତ ବର୍ଷ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ଶେହନାଜ ଗିଲ ମଧ୍ୟ ଖୁବ୍ ଭାଙ୍ଗି ପଡିଥିଲେ। କିନ୍ତୁ ବର୍ତ୍ତମାନ ଶେହନାଜ ଧୀରେ ଧୀରେ ସାଧାରଣ ଜୀବନକୁ ଫେରିଛନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତାଙ୍କ ଫଟୋ ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି। କିନ୍ତୁ ଏସବୁ ମଧ୍ୟରେ ଶେହନାଜ ଗିଲଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କନିଆ ବେଶରେ ନଜର ଆସିଛନ୍ତି।
View this post on Instagram