ଓଡ଼ିଶା

ରାଜନୈତିକ ମହଲରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟୁଛି

ରାଜନୈତିକ ମହଲରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟୁଛି। ସେହି ଚର୍ଚ୍ଚାକୁ ବଳ ଦେଇଛନ୍ତି ଖୋଦ୍‌ ସୌମ୍ୟରଞ୍ଜନ ପଟ୍ଟନାୟକ। କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ସେ ଏନେଇ ସୂଚନା ଦେଇଛନ୍ତି। ତେବେ ଘସିପୁରା ରୁ ଲଢ଼ିବା ପାଇଁ ବିଜେପି ତରଫରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ସୌମ୍ୟରଞ୍ଜନ ।

Related Articles

Back to top button