ମୁମ୍ବାଇ: ଆସାମ ଅଭିନେତା କିଶୋର ଦାସଙ୍କ ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ସେ କର୍କଟ ରୋଗ ସହ ଲଢୁଥିଲେ। ମୃତ୍ୟୁବେଳକୁ ତାଙ୍କୁ ପ୍ରାୟତଃ ୩୦ ବର୍ଷ ହୋଇଥିଲା । ଚେନ୍ନାଇରେ କିଶୋର ଚିକିତ୍ସିତ ହେଉଥିଲେ । ହେଲେ ପୂର୍ବରୁ ତାଙ୍କର ଗୁଆହାଟୀରେ ଚିକିତ୍ସା କରାଯାଉଥିଲା କିନ୍ତୁ ଉନ୍ନତ ଚିକିତ୍ସା ସୁବିଧା ପାଇଁ ଗତ ବର୍ଷ ମାର୍ଚ୍ଚରେ ଚେନ୍ନାଇରେ ଯାଇଥିଲେ। କର୍କଟ ରୋଗ ସହିତ ଦୀର୍ଘ ଦିନର ଯୁଦ୍ଧରେ ସଂଗ୍ରାମ କରିବା ପରେ ଗତକାଲି ଅର୍ଥାତ୍ ଶନିବାର ଦିନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।
View this post on Instagram