ଅନ୍ତର୍ଜାତୀୟ

ବ୍ରିଟେନ ପାଇଁ ଚିନ୍ତାର କାରଣ

ବ୍ରିଟେନରେ ପ୍ରଥମ ଥର ପାଇଁ ଘୁଷୁରି ଶରୀରରେ ଦେଖାଯାଉଥିବା ଏକ ପ୍ରକାର ଜୀବାଣୁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହା ବ୍ରିଟେନ ପାଇଁ ଚିନ୍ତାର କାରଣ ସାଜିଛି । ବାସ୍ତବରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା ।

ସେ ନିଶ୍ୱାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ଯେତେବେଳେ ଏହା ପରୀକ୍ଷା କରାଯାଇଥିଲା, ଏହା ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ H1N2 ବୋଲି ଚିହ୍ନଟ ହୋଇଛି ।ପ୍ରକୃତରେ ଏହା ଏପରି ଏକ ଜୀବାଣୁ ଯାହା ଘୁଷୁରି ଦେହରେ ବ୍ୟାପିଥାଏ । କିନ୍ତୁ ମଣିଷ ଶରୀରରେ ଏହି ଷ୍ଟ୍ରେନ୍‌ ମିଳିବ ଏକ ପ୍ରଥମ ଘଟଣା ।

Related Articles

Back to top button
WP Twitter Auto Publish Powered By : XYZScripts.com