ମନୋରଞ୍ଜନ

ଅଭିନେତ୍ରୀ ସନ୍ନି ଲିଓନ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟର ମାଲିକିଆଣୀ

ଅଭିନେତ୍ରୀ ସନ୍ନି ଲିଓନ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟର ମାଲିକିଆଣୀ, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ବାମୀ ଡାନିଏଲ ୱେବରଙ୍କ ସହ ନୋଏଡାରେ ସନ୍ନି ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି।

ସେ ଏହାର ନାମ ‘ଚିକାଲୋକା’ ରଖିଛନ୍ତି। ସନ୍ନି ତାଙ୍କ ପ୍ରଶଂସକଙ୍କ ପାଇଁ ରେଷ୍ଟୁରାଣ୍ଟର କିଛି ଝଲକ ଦେଖାଇଛନ୍ତି। ଏଥିସହ ସେ ଦୁନିଆକୁ ଜିତିବା ଲାଗି ଇଚ୍ଛାପ୍ରକାଶ କରିଥିବା କହିଛନ୍ତି।

Related Articles

Back to top button