ଜାତୀୟ

ଜାତୀୟ ରାଜପଥ କାମ ଅଧାପନ୍ତରିଆ ହୋଇ ପଡ଼ିଛି

୨୦୨୩ ଡିସେମ୍ବର ଶେଷ ସୁଦ୍ଧ ଶେଷ ହେବ ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ। ଖୋଦ୍ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଏହା କହିଥିଲେ।

ରାସ୍ତାର ଅଗ୍ରଗତି ନେଇ ବାରମ୍ବାର ସମୀକ୍ଷା ବି କରିଥିଲେ। ହେଲେ କଣ୍ଟ ପୂରିଯାଇଥିଲେ ମଧ୍ୟ ଜାତୀୟ ରାଜପଥ କାମ ଅଧାପନ୍ତରିଆ ହୋଇ ପଡ଼ିଛି। ଅନୁଗୁଳର ଜୀବନରେଖା ସାଜିଥିବା ଜାତୀୟ ରାଜପଥ ୬ ବର୍ଷ ହେଲା ଅନୁଗୁଳର ଦୁଃଖ ପାଲଟିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com