ଅନ୍ତର୍ଜାତୀୟ

ମିସ୍‌ ୟୁନିଭର୍ସ ୨୦୨୩ ଶେନିସ

ମିସ୍‌ ୟୁନିଭର୍ସ ୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌। ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା।

୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଶୀର୍ଷ ୩ ସ୍ଥାନରେ ଥାଇଲାଣ୍ଡର ଆନ୍ଟୋନିଆ ପୋର୍‌ସିଲ୍ଡ, ଅଷ୍ଟ୍ରେଲିଆର ମୋରାୟା ଉଇଲସନ୍‌ ଏବଂ ନିକାରାଗୁଆର ଶେନିସ ପାଲାସିଓସ୍‌ ପହଞ୍ଚିଥିଲେ। ଶେଷରେ ଶେନିସ ବାଜି ମାରି ଏହି ପ୍ରତିଯୋଗିତାକୁ ଜିତିଛନ୍ତି।

Related Articles

Back to top button