Featuredଜାତୀୟ

୩୩ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି

କ୍ରମାଗତ ୩୩ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରଠାରୁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଆକ୍ରମଣ କରିଆସୁଛି।

ଯେଉଁ କାରଣରୁ ସାଧାରଣ ଲୋକ ମଧ୍ୟ ଏହାର ପରିଣାମ ଭୋଗୁଛନ୍ତି। ଇସ୍ରାଏଲ ସେନା ଆକ୍ରମଣରେ ଏପର୍ଯ୍ୟନ୍ତ ୧୦,୫୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ହମାସକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ଆତଙ୍କବାଦୀ ଶିବିର ଉପରେ ଲଗାତାର ବୋମା ମାଡ କରୁଛି ।

Related Articles

Back to top button