ମନୋରଞ୍ଜନ

ସୁପରଷ୍ଟାର ରଜନୀକାନ୍ତ ୭୩ ବର୍ଷ ବୟସରେ ମଧ୍ୟ ରୂପେଲି ପରଦାରେ ନିଜର ଦବଦବା ଜାରି ରଖିଛନ୍ତି

ସୁପରଷ୍ଟାର ରଜନୀକାନ୍ତ ୭୩ ବର୍ଷ ବୟସରେ ମଧ୍ୟ ରୂପେଲି ପରଦାରେ ନିଜର ଦବଦବା ଜାରି ରଖିଛନ୍ତି। ତାଙ୍କ ଅଭିନୟ ଦ୍ୱାରା ଲୋକମାନେ ଆଜି ବି ପ୍ରଭାବିତ।

ବୟସର ଏହି ପର୍ଯ୍ୟାୟରେ ମଧ୍ୟ ରଜନୀକାନ୍ତ ବଡ ପରଦାରେ ବିସ୍ଫୋରକ ଆକ୍ସନ କରୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥାଲାଇଭର୍ ୧୭୧’ର ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ସୁପର୍‌ଷ୍ଟାର୍‌ର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com