ମନୋରଞ୍ଜନ

ପ୍ରସିଦ୍ଧ ଅଭିନେତା ଦର୍ଶନ ଜରିୱାଲାଙ୍କ ବିରୋଧରେ ଜଣେ ମହିଳା ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି

ପ୍ରସିଦ୍ଧ ଅଭିନେତା ଦର୍ଶନ ଜରିୱାଲାଙ୍କ ବିରୋଧରେ ଜଣେ ମହିଳା ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି, ଯେଉଁଥିପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା।

କୋଲକାତାର ଜଣେ ମହିଳାଙ୍କୁ ଦର୍ଶନ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ କହିଛନ୍ତିଦର୍ଶନ ତାଙ୍କୁ ଲଚାଛପାରେ ବିବାହ କରିଥିଲେ ଏବଂ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ଦର୍ଶନ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇ ଧୋକା ଦେଇଥିଲେ। ଦର୍ଶନ ମଧ୍ୟ ମହିଳାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

Related Articles

Back to top button