ଓଡ଼ିଶା

ରାଜ୍ୟରେ କରୋନା ଗ୍ରାଫ ଉପରମୁଁହା,୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ସଂଗରୋଧ ‌କେନ୍ଦ୍ରରୁ ଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ। ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ବୟସ ମଧ୍ୟରେ ଜଣେ ଥିବା ସୂଚନା ରହିିଛି।ବାଲେଶ୍ବର ଜିଲ୍ଲାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବ‌େଳେ ବରଗଡ଼, ବଲାଙ୍ଗୀର,ନୂଆପଡ଼ା, କଟକରୁ ଜଣେ, ଗଜପତିରୁ ୨ ଜଣ, ଖୋର୍ଦ୍ଧାରୁ ୩ ଜଣେ ଓ ଷ୍ଟେଟ୍‌ ପୁଲ୍‌ରୁ ଜଣେ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ ସଂଖ୍ୟାକୁ ମିଶାଇ ସମୁଦାୟ ସଂକ୍ରମିତ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୩୨୭ରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com