ଓଡ଼ିଶା

ପୁଣି ଗୃହରେ ଉଠିଲା କାଶୀପୁର ଝାଡାବାନ୍ତି ପ୍ରସଙ୍ଗ : ମନ୍ତ୍ରୀଙ୍କ ଉତ୍ତରକୁ ଦୁର୍ଭାଗ୍ୟଜନକ କହିଲେ ନରସିଂହ ମିଶ୍ର

ଭୁବନେଶ୍ବର: ପୁଣି ଗୃହରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ । ଶୂନ୍ୟକାଳରେ ନରସିଂହ ମିଶ୍ର ସଂସଦୀୟ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କାଶୀପୁରରେ ଝାଡାବାନ୍ତି ହୋଇଛି ମନ୍ତ୍ରୀ ଗୃହରେ ଉତ୍ତର ରଖୁଛନ୍ତି । କିନ୍ତୁ ସେଠି ଜିଲ୍ଲାପାଳ କହୁଛନ୍ତି କଲେରା ହୋଇଛି । ଆମ୍ବ ଟାକୁଆ ଜାଉ ଖାଇ, ବିଷାକ୍ତ ପାଣି ପିଇ, ମଦ ପିଇ ମୃତ୍ୟୁ ମୁଖରେ ପଡୁଛନ୍ତି ଲୋକେ । କିନ୍ତୁ ମନ୍ତ୍ରୀ କେବଳ ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଛି କହିବା ଦୁର୍ଭାଗ୍ୟଜନକ ।

Related Articles

Back to top button
WP Twitter Auto Publish Powered By : XYZScripts.com