![](https://i0.wp.com/odia.mobilenews24x7.com/wp-content/uploads/2022/07/ranveer-deepika-3_1635045549638_1640951074657-1067x600-1.jpg?resize=780%2C470&ssl=1)
ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ କପଲ ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍ । ବର୍ତ୍ତମାନ ଦୁହେଁ ଖୁବ୍ ଶୀଘ୍ର ବଲିଉଡର କିଙ୍ଗ୍ ଖାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର ସିଂ ନିକଟରେ ଏକ ଆଲିଶାନ୍ ଫ୍ଲାଟ କିଣିଛନ୍ତି। ଯେଉଁଥି ପାଇଁ ଅଭିନେତା ୭.୧୩ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ଆପାର୍ଟମେଣ୍ଟଟି ବାନ୍ଦ୍ରା ପଶ୍ଚିମ ମୁମ୍ବାଇରେ ରହିଛି । ଯେଉଁଠାରେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ବଙ୍ଗଳା।
View this post on Instagram