ଓଡ଼ିଶା

ସାରା ପଶ୍ଚିମ ଓଡ଼ିଶା ପାଳନ କରୁଛି- ସମ୍ବଲପୁରୀ ଦିନ୍

ସମ୍ବଲପୁର, ୦୧/୦୮/୨୦୨୨-  ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ସମ୍ବଲପୁରୀ ପୋଷାକ ସହ ପାରମ୍ପରିକ ନାଚ ଗୀତର ଆସର ଜମୁଛି । ଭାଷା ସାହିତ୍ୟର ପୁରୋଧା ସତ୍ୟ ନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ । ମଙ୍ଗଳବାର ସାରା ପଶ୍ଚିମ ଓଡ଼ିଶା ପାଳନ କରୁଛି ଏହି ଦିବସକୁ । ଆଜିିର ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ଭାଷା, ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com