ଓଡ଼ିଶା

ଅଖିଳ ଭାରତ ଛାତ୍ର ସଙ୍ଘ AISF ର 87ତମ ପ୍ରତିଷ୍ଠା ଦିବସ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଅନୁଷ୍ଠିତ

ଅଖିଳ ଭାରତ ଛାତ୍ର ସଂଘ ( AISF ) ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ବ୍ରହ୍ମପୁର ପାର୍କ ସାହି ସ୍ଥିତ କାର୍ଯ୍ୟାଳୟ ଠାରେ 87th ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ପୃବର୍ତନ ଜିଲ୍ଲା ସମ୍ପାଦକ ସାଥି କାମଦେବ ନାହାକ ପତକା ଉତ୍ତୋଳନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଛାତ୍ର ଓ ଯୁବକ ମରଣା ନୀତି, ରାଜ୍ୟ ଓ ଦେଶ ରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ, ବେକାରୀ କୁ ନିଯୁକ୍ତି ଅବା ବେକାରୀ ଭତ୍ତା ଏବଂ ସ୍କୁଲ କଲେଜ ମାନଙ୍କରେ ଖାଲି ଥିବା ସମସ୍ତ ପଦବୀ ପୂରଣ ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ପ୍ରାକ୍ତନ ରାଜ୍ୟ ଛାତ୍ର ନେତା ସାଥି ପ୍ରକାଶ ପାତ୍ର, ପ୍ରଦୀପ ସେଠି, ମନୋଜ ଗୌଡ଼, ଦେବେନ୍ଦ୍ର ପାତ୍ରମହେଶ୍ୱର ଗୌଡ଼, ଗୁରୁଦେବ ଗୌଡ଼ ରୋହିତ ବିଶୋଇ, କୃଷ୍ଣ ଚନ୍ଦ୍ର ବେହେରା ପ୍ରଶାନ୍ତ ମହାରଣା ପ୍ରମୁଖ ଛାତ୍ର ନେତା ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଛାତ୍ର ମାରାଣ ନୀତି ବିରୋଧ ରେ ଆଲୋଚନା କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com