ବିଜ୍ଞାନ ଓ ପ୍ରଯୁକ୍ତି

ଆଜିର ସମୟରେ ମୋବାଇଲ୍ ଫୋନ୍ ଆମର ସମସ୍ତ ଆବଶ୍ୟକତା ପୂରଣ କରୁଛି

ଆଜିର ସମୟରେ ମୋବାଇଲ୍ ଫୋନ୍ ଆମର ସମସ୍ତ ଆବଶ୍ୟକତା ପୂରଣ କରୁଛି । ମୋବାଇଲ୍ ଫୋନ୍ ବିନା ଜୀବନ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । କିନ୍ତୁ ଏହାର ନିଶା ଅଧିକ ବିପଜ୍ଜନକ ହୋଇଥାଏ ।

ଛୁଆମାନଙ୍କଠାରେ ମୋବାଇଲ୍ ଫୋନ୍ ବ୍ୟବହାର ଅତି ସାଧାରଣ କଥା, ଯାହାକୁ ଦୃଷ୍ଟିରେ ରଖିସ ବ୍ରିଟିଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହାର ପ୍ରଶଂସା ଅନ୍ୟ ଦେଶରେ ହେଉଛି । ବାସ୍ତବରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍କୁଲରେ ମୋବାଇଲ୍ ଫୋନ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com