ପୁରୀ, ୧୫/୦୯/୨୦୨୨- ଓଡ଼ିଶାରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ପୁରୀରେ ସୂଚନା ଦେଇଛନ୍ତି । ସେହିପରି ୫ ଜି ରେ ହେଉଥିବା ବିକିରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଷ୍ଣବ । ସେ କହିଛନ୍ତି ୫ ଜି କୌଣସି ବିକିରଣ କରୁନାହିଁ ସେଥିପାଇଁ ଆଶ୍ୱସ୍ତି ରୁହନ୍ତୁ । ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
Related Articles
Check Also
Close
-
ଅଜୟ କୁମାର ହେଲେ ପ୍ରଦେଶ କଂଗ୍ରେସ ପ୍ରଭାରୀ; ଫୋକସରେ ୨୦୨୪ ନିର୍ବାଚନDecember 24, 2023