ଓଡ଼ିଶା

ଡାକ୍ତର ନଆସିବାରୁ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳା ଯୋଗୁ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ । ଅଭିଯୋଗ ଅନୁସାରେ ଗତକାଲି ରାତି ୯ଟାରୁ ଆଜି ଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିବା ପାଇଁ ଆଇସିୟୁକୁ ଯାଇ ନଥିଲେ ।  ଶିଶୁମାନଙ୍କୁ ଠିକ୍ ଚିକିତ୍ସା ମିଳିପାରିନଥିଲା । ଯେଉଁଥିପାଇଁ ୬ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com