ଜାତୀୟରାଜନୀତି

ଇସ୍ତଫା ଦେଲେ ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବୈଜଲ

ନୂଆଦିଲ୍ଲୀ:ଇସ୍ତଫା ଦେଇଛନ୍ତି ଦିଲ୍ଲୀର ଉପ-ରାଜ୍ୟପାଳ ଅନିଲ୍ ବୈଜଲ । ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ନଜୀବ ଜଙ୍ଗଙ୍କ ପରେ ଅନିଲ୍  ବୈଜଲ ଦିଲ୍ଲୀର ଉପ ରାଜ୍ୟପାଳ ଥିଲେ। ତାଙ୍କୁ ୨୦୧୬ ଡିସେମ୍ବରରେ ଦିଲ୍ଲୀର ଉପ ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଇଥିଲା। ପ୍ରଶାସନିକ କାର୍ଯ୍ୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ତାଙ୍କ ଭିତରେ ସର୍ବଦା ବାଦ ବିବାଦ ଲାଗି ରହିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com